କୃଷ୍ଣକର୍ମା Kṛushṇakarmā

  • ସଂ. ବିଣ. ପୁଂ.—(ବହୁବ୍ରୀହି; କୃଷ୍ଣ+କର୍ମନ୍ 1 ମା. 1 ବ.) — ପାପୀ — Sinful
  • ସଂ. ବିଣ. ପୁଂ.—(ବହୁବ୍ରୀହି; କୃଷ୍ଣ+କର୍ମନ୍ 1 ମା. 1 ବ.) — ମନ୍ଦକର୍ମକାରୀ — Doing bad deeds
  • ସଂ. ବିଣ. ପୁଂ.—(ବହୁବ୍ରୀହି; କୃଷ୍ଣ+କର୍ମନ୍ 1 ମା. 1 ବ.) — ଖଳ — Wicked