କୃଷ୍ଟି Kṛushṭi

  • ସଂ. ବି. (କୃଷ୍ ଧାତୁ+ଭାବ. ତି) — ହଳ କରିବା କର୍ମ — Ploughing
  • ସଂ. ବି. (କୃଷ୍ ଧାତୁ+ଭାବ. ତି) — ଆକର୍ଷଣ — Drawing; attracting
  • ସଂ. ବି. (କୃଷ୍ ଧାତୁ+ଭାବ. ତି) — ଫସଲ — Harvest
  • ସଂ. ବି. (କୃଷ୍ ଧାତୁ+ଭାବ. ତି) — ପଣ୍ଡିତ — Learned man
  • ସଂ. ବି. (କୃଷ୍ ଧାତୁ+ଭାବ. ତି) — ଗୁରୁ; ଶିକ୍ଷକ — Teacher