କୃଷ୍ଟ Kṛushṭa

  • ସଂ. ବିଣ. (କୃଷ ଧାତୁ+କର୍ମ. ତ) — ଚାଷ କରାଯାଇଥିବା; କର୍ଷିତ — Ploughed up; tilled; cultivated
  • ସଂ. ବିଣ. (କୃଷ ଧାତୁ+କର୍ମ. ତ) — ଆକୃଷ୍ଟ — Drawn; attracted
  • ସଂ. ବିଣ. (କୃଷ ଧାତୁ+କର୍ମ. ତ) — ଝିଙ୍କା ହୋଇଥିବା — Pulled; dragged
  • ସଂ. ବି. — ଚାଷ ହୋଇଥିବା ଜମି; ବିଲ — Cultivated ground