କୃଷିଜୀବୀ Kṛushijībī

  • ସଂ. ବି. (କୃଷି+ଜୀବୀନ୍; 1 ମା. 1 ବ.) — କୃଷି ଯାହାର ଜୀବିକା; ଚାଷୀ; ଚଷା — Husbandman; farmer
  • ସଂ. ବିଣ — କୃଷି ଯାହାର ଜୀବିକା ଅଟେ — Living on agriculture