କୃଶ (ଧାତୁ) Kṛuṡa (root)

  • ସଂ — ଦୁର୍ବଳ ହେବା — To be weak or lean
  • ସଂ — (ଚନ୍ଦ୍ର ପରି) କ୍ରମେ କ୍ଷୟ ହେବା — To wane
  • ସଂ — ଦୁର୍ବଳ କରିବା — To emaciate; to weaken
  • ସଂ — ସୂଷ୍ମ ବା ସରୁଆ କରିଦେବା — To reduce; to attenuate
  • ସଂ — କମାଇବା — To lessen; to diminish