କୃମିରାଗ Kṛumirāga

  • ସଂ. ବିଣ. (କୃମି+ରାଗ୍) — ଲାକ୍ଷାରଞ୍ଜିତ; ନାଲି ରଙ୍ଗ କରା ଯାଇଥିବା — Dyed red with lac (M.W.)