କୃମିଘାତକ Kṛumighātaka

  • ସଂ. ବିଣ. ପୁଂ. ( 6 ଷ୍ଠୀ ତତ୍; କୃମି+ଘାତକ) — ଯାହାଦ୍ୱାରା କୃମି ନଷ୍ଟ ହୁଅନ୍ତି (ଔଷଧ) — Anthelmintic; vermifuge (medicine)
  • ସଂ. ବି. — ବିଡ଼ଙ୍ଗ; ବାଇବିଡଙ୍ଗ (ଏହା ପେଟର କୃମି ରୋଗରେ ପ୍ରଯୁଜ୍ୟ) — A shrub; Embelia Ribes