କୃପୀଟଯୋନି Kṛupīṭaj̄oni

  • ସଂ. ବି. (ବହୁବ୍ରୀହି; କୃପୀଟ=କାଠ+ଯୋନି=ଜନ୍ମସ୍ଥାନ) ଅଗ୍ନି; ନିଆଁ — Fire (literally wood-born)
  • ସଂ. ବି. (ବହୁବ୍ରୀହି; କୃପୀଟ=କାଠ+ଯୋନି=ଜନ୍ମସ୍ଥାନ) ବାରି ରେ ନ ପଶି ଡରି ବାରି ବିଶ୍ୱକୁ ନ ପାରି, କୃପୀଟଯୋନି ଏ ଚଞ୍ଚଳରେ ସେ। ଭଞ୍ଜ, ବୈଦେହୀଶବିଳାସ।