କୃପାମୟୀ Kṛupāmayī

  • ସଂ. ବିଣ. ସ୍ତ୍ରୀ. (କୃପାମୟ+ସ୍ତ୍ରୀ. ଈ) — କୃପାମୟର ସ୍ତ୍ରୀ ଲିଙ୍ଗ — Feminine of Kṛupāmaya
  • ବି. ଦୁର୍ଗାଙ୍କର ନାମ — A name of Goddess Durgā