କୃପାପାତ୍ର Kṛupāpātra

  • ସଂ. ବି. ( 6 ଷ୍ଠୀ ତତ୍; କୃପା+ପାତ୍ର) — ଦୟାର ଯୋଗ୍ୟ ବ୍ଯକ୍ତି — Object of mercy or pity
  • ସଂ. ବି. ( 6 ଷ୍ଠୀ ତତ୍; କୃପା+ପାତ୍ର) — ଯେବେ କୃଷ୍ଣ ମୁଁ ତୁମ୍ଭ ଅଟେ କୃପାପାତ୍ର। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।