କୃପାଣିକା Kṛupāṇikā

  • ସଂ. ବି. (କୃପାଣ+କ+କ୍ଷୁଦ୍ରାର୍ଥେ. ଆ) — ଛୋଟଖଣ୍ଡା — Small sword; scimitar
  • ସଂ. ବି. (କୃପାଣ+କ+କ୍ଷୁଦ୍ରାର୍ଥେ. ଆ) — ଛୁରି — A knife
  • ସଂ. ବି. (କୃପାଣ+କ+କ୍ଷୁଦ୍ରାର୍ଥେ. ଆ) — ଛୋରା — A dagger