କୃପାକଟାକ୍ଷ Kṛupākaṭāksha

  • ସଂ. ବି. (ମଧ୍ୟପଦଲୋପୀ; କୃପା+କଟାକ୍ଷ) — ଦୟାପୂର୍ଣ୍ଣ ଈଷତ୍ ଦୃଷ୍ଟି — A kind look; a glance of favour; a look with favour
  • ସଂ. ବି. (ମଧ୍ୟପଦଲୋପୀ; କୃପା+କଟାକ୍ଷ) — ଦୟା; ଅନୁଗ୍ରହ — Favour; kindness