କୃନ୍ତନିକା Kṛuntanikā

  • ସଂ. ବି. ସ୍ତ୍ରୀ. (କୃନ୍ତନ+କ+ସ୍ତ୍ରୀ. ଆ) — ଛେଦନାସ୍ତ୍ର — Cutting instrument
  • ସଂ. ବି. ସ୍ତ୍ରୀ. (କୃନ୍ତନ+କ+ସ୍ତ୍ରୀ. ଆ) — ଛୋଟ କଟୁରୀ; କଢା — A bill-hook; chopper