କୃଦନ୍ତପ୍ରକରଣ Kṛudantaprakaraṇa

  • ସଂ. ବି. (ମ. ପ. ଲୋ. କୃଦନ୍ତ+ ପ୍ରକରଣ) — କୃତ୍— ପ୍ରତ୍ୟୟ ସମ୍ବନ୍ଧରେ ଆଲୋଚନା ହୋଇଥିବା ବ୍ୟାକରଣର ଅଂଶ — The part of the Sanskrit grammar dealing with the suffixes called. Kṛut