କୃତ୍ୟାସୁର Kṛutyāsura

  • ଦେ. ବି. (ନାମ) — ଦୈତ୍ୟବିଶେଷ — A demon of that name
  • ଦେ. ବି. (ନାମ) — ସେ କୃତ୍ୟାସୁର ପାଟି ଦିଅନ୍ତେ ବିସ୍ତାରି ରହିଲା ତା ପେଟରେ ସ୍ୱର୍ଗ ମର୍ତ୍ତ୍ୟ ପୁରି। କୃଷ୍ଣସିଂହ, ମହାଭାରତ, ବନ।