କୃତ୍ରିମ Kṛutrima
- ସଂ. ବିଣ. (କୃ ଧାତୁ+କର୍ମ. ତ୍ରିମ) — ଅପ୍ରାକୃତିକ; ମନୁଷ୍ୟଦ୍ୱାରା ରଚିତ — Unnatural; artificial; man-made; manufactured
- ସଂ. ବିଣ. (କୃ ଧାତୁ+କର୍ମ. ତ୍ରିମ) — କାଳ୍ପନିକ; କଳ୍ପିତ; ମନଗଢ଼ା — Fabricated; fictitious
- ସଂ. ବିଣ. (କୃ ଧାତୁ+କର୍ମ. ତ୍ରିମ) — ଅଯଥାର୍ଥ — Unreal; unsubstantial
- ସଂ. ବିଣ. (କୃ ଧାତୁ+କର୍ମ. ତ୍ରିମ) — ପୋଷ୍ୟ (ସନ୍ତାନ); ଦତ୍ତକ (ପୁତ୍ର) — Adopted. (son)
- ସଂ. ବିଣ. (କୃ ଧାତୁ+କର୍ମ. ତ୍ରିମ) — ଭେଲ; ଅବିଶୁଦ୍ଧ — Not genuine
- ସଂ. ବିଣ. (କୃ ଧାତୁ+କର୍ମ. ତ୍ରିମ) — ନକଲ — Imitated
- ସଂ. ବିଣ. (କୃ ଧାତୁ+କର୍ମ. ତ୍ରିମ) — ବାହ୍ୟ — External; affected
- ସଂ. ବିଣ. (କୃ ଧାତୁ+କର୍ମ. ତ୍ରିମ) — ଜାଲ୍; ଫରେବ୍ — Forged; got up; fabricated
- ଦେ. ବି. — ଅନ୍ୟର ଅନିଷ୍ଟଚିନ୍ତା; ଷଡ଼ଯନ୍ତ୍ର — Plans to injure others; plot
- ଦେ. ବି. — ଜାଲ୍ — Forgery
- ଦେ. ବି. — ମିଥ୍ୟା ମକଦ୍ଦମା — Got up or fabricated case