କୃତ୍ରିମପୁତ୍ର Kṛutrimaputra
- ସଂ. ବି. (କର୍ମଧା; କୃତ୍ରିମ+ପୁତ୍ର) — ପୋଷ୍ୟପୁତ୍ର — Adopted son
- ସଂ. ବି. (କର୍ମଧା; କୃତ୍ରିମ+ପୁତ୍ର) — [ଦ୍ର—ହୁନ୍ଦୁଶାସ୍ତ୍ରାନୁସାରେ ବାର ପ୍ରକାର ସନ୍ତାନ ମଧ୍ୟରୁ ଏ ଏକତମ। ଯେଉଁ ବୟଃପ୍ରାୟ ପୁତ୍ରକୁ ପିତାମାତାଙ୍କର ବିନା ଅନୁମତିରେ ଅନ୍ଯ ଲୋକ ପୁଅ କରି ପାଳେ ତାହାକୁ କୃତ୍ରିମପୁତ୍ର କହନ୍ତି।]