କୃତ୍ (ଧାତୁ) Kṛut
- ସଂ. (ତୁଳ. ଲାଟିନ୍—କର୍ତସ୍= କାଟିବା) — କର୍ତ୍ତନ କରିବା — To cut
- ସଂ. (ତୁଳ. ଲାଟିନ୍—କର୍ତସ୍= କାଟିବା) — ସୂତା କାଟିବା; ସୂତା ବଳିବା — To spin; to twist threads
- ସଂ. (ତୁଳ. ଲାଟିନ୍—କର୍ତସ୍= କାଟିବା) — ଘେରିବା; ବେଢ଼ିବା — To encompass; to surround
- ସଂ. (ତୁଳ. ଲାଟିନ୍—କର୍ତସ୍= କାଟିବା) — ବେଶ କରିବା — To attire
- ସଂ. (ତୁଳ. ଲାଟିନ୍—କର୍ତସ୍= କାଟିବା) — ଟିକି ଟିକି କରି କାଟିବା — To cut into pieces
- ସଂ. (ତୁଳ. ଲାଟିନ୍—କର୍ତସ୍= କାଟିବା) — ବିଭାଗ କରିବା — To divide
- ସଂ. (ତୁଳ. ଲାଟିନ୍—କର୍ତସ୍= କାଟିବା) — ବିନାଶ କରିବା — To destroy