କୃତୋଦକ Kṛutodaka

  • ସଂ. ବିଣ. ଫୁ. (ବହୁବ୍ରୀହି; କୃତ+ଉଦକ) — ଯେ ସ୍ନାନ କରିଅଛି — Having done the daily ablutions; bathed
  • ସଂ. ବିଣ. ଫୁ. (ବହୁବ୍ରୀହି; କୃତ+ଉଦକ) — ଯେ ଜଳତର୍ପଣ ସାରିଅଛି — Having done the offerings of water to the manes