କୃତିସାଧ୍ୟ Kṛutisādhya

  • ସଂ. ବିଣ. ( 3 ୟା ତତ୍; କୃତି+ସାଧ୍ୟ) — ଚେଷ୍ଟାଦ୍ୱାରା ସାଧିତ ହେବାର ଯୋଗ୍ୟ — Capable of being achieved with one's efforts; lying within one's power