କୃତାହ୍ନିକ Kṛutāhnika

  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ଆହ୍ନିକ) — ଦୈନିକ ସନ୍ଧ୍ୟାବନ୍ଦନାଦି ସମାପନ କରିଥିବା (ବ୍ୟକ୍ତି) — (a person) Who has already performed his daily religious rites