କୃତାର୍ଥ Kṛutārtha

  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ଅର୍ଥ=ପ୍ରୟୋଜନ) — ଚତୁର — Clever
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ଅର୍ଥ=ପ୍ରୟୋଜନ) — କୃତକାର୍ଯ୍ୟ; ଚରିତାର୍ଥ — Having gained one's object; successful
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ଅର୍ଥ=ପ୍ରୟୋଜନ) — କାର୍ଯ୍ୟସିଦ୍ଧିଯୋଗୁଁ ସନ୍ତୁଷ୍ଟ — Satisfied; gratified at success; contented