କୃତାବଧି Kṛutābadhi

  • ସଂ. ବିଣ. (ବହୁବ୍ରୀହି; କୃତ+ଅବଧି)—ପୂର୍ବରୁ ସ୍ଥିରୀକୃତ — ନିର୍ଦ୍ଧାରିତ — Fixed; appointed
  • ସଂ. ବିଣ. (ବହୁବ୍ରୀହି; କୃତ+ଅବଧି)—ପୂର୍ବରୁ ସ୍ଥିରୀକୃତ — ସସୀମ; ସୀମାବିଶିଷ୍ଟ — Bounded; limited