କୃତାବଧାନ Kṛutābadhāna

  • ସଂ. ବିଣ. (ବହୁବ୍ରୀହି; କୃତ+ ଅବଧାନ) — ଯେ ମନୋଯୋଗ ଦେଇଅଛି; ମନୋଯୋଗୀ — Attentive
  • ସଂ. ବିଣ. (ବହୁବ୍ରୀହି; କୃତ+ ଅବଧାନ) — ସଯତ୍ନ; ଯତ୍ନବାନ୍ — Careful