କୃତାପକାର Kṛutāpakāra

  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ଅପକାର) — ଯେ ଅନ୍ୟର ଅପକାର କରିଅଛି — One who has injured another
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ଅପକାର) — ଯାହାର ଅପକାର ଅନ୍ଯ ବ୍ଯକ୍ତି କରିଅଛି — Injured by another