କୃତାନ୍ନ Kṛutānna

  • ସଂ. ବି (କର୍ମଧା; କୃତ+ ଅନ୍ନ) — ପକ୍ୱାନ୍ନ; ରନ୍ଧାଭାତ — Cooked food; boiled rice
  • ସଂ. ବି (କର୍ମଧା; କୃତ+ ଅନ୍ନ) — ଜୀର୍ଣ୍ଣ ଖାଦ୍ୟ — Digested food
  • ସଂ. ବି (କର୍ମଧା; କୃତ+ ଅନ୍ନ) — ବିଷ୍ଠା — Excrement