କୃତାନ୍ତ Kṛutānta
- ସଂ. ବି. (ବହୁବ୍ରୀହି; କୃତ+ଅନ୍ତ=ଶେଷ; ନାଶ) — ଅନ୍ତକ; ଯମ — J̄ama, the Hindu God or regent of death
- ସଂ. ବି. (ବହୁବ୍ରୀହି; କୃତ+ଅନ୍ତ=ଶେଷ; ନାଶ) — (ନ୍ଯାୟ) ପ୍ରମାଣିତ ପ୍ରତିଜ୍ଞା — (Logic) A proved dogma or doctrine
- ସଂ. ବି. (ବହୁବ୍ରୀହି; କୃତ+ଅନ୍ତ=ଶେଷ; ନାଶ) — ଦୈବ; ଭାଗ୍ୟ — Fate; luck; fortune; destiny
- ସଂ. ବି. (ବହୁବ୍ରୀହି; କୃତ+ଅନ୍ତ=ଶେଷ; ନାଶ) — ଶନିଗ୍ରହ — Planet Saturn
- ସଂ. ବି. (ବହୁବ୍ରୀହି; କୃତ+ଅନ୍ତ=ଶେଷ; ନାଶ) — ଶନିବାର — Saturday
- ସଂ. ବି. (ବହୁବ୍ରୀହି; କୃତ+ଅନ୍ତ=ଶେଷ; ନାଶ) — ମନ୍ଦ ବା ପାପଯୁକ୍ତ କାର୍ଯ୍ୟ — Sinful action
- ସଂ. ବି. (ବହୁବ୍ରୀହି; କୃତ+ଅନ୍ତ=ଶେଷ; ନାଶ) — ସିଦ୍ଧାନ୍ତ — Resolution; decision
- ସଂ. ବି. (ବହୁବ୍ରୀହି; କୃତ+ଅନ୍ତ=ଶେଷ; ନାଶ) — ଦ୍ୱିତୀୟ ନକ୍ଷତ୍ର; ଦ୍ୱିଜା — The second lunar mansion
- ସଂ. ବିଣ. — ସମାପ୍ତ କରିଥିବା — Terminating; bringing to an end