କୃତାନୁକର Kṛutānukara

  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଅନୁକର) — ଅନ୍ୟର ଅନୁକରଣକାରୀ — Imitating another
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଅନୁକର) — ବଶ; ବଶମ୍ବଦ — Subservient