କୃତାକୃତ Kṛutākṛuta
- ସଂ. ବି. (ଦ୍ୱନ୍ଦ; କୃତ+ ଅକୃତ) — କାର୍ଯ୍ୟାକାର୍ଯ୍ୟ; ଭଲ ଓ ମନ୍ଦ କର୍ମମାନ — Actions good and bad
- ସଂ. ବି. (ଦ୍ୱନ୍ଦ; କୃତ+ ଅକୃତ) — ସମ୍ପନ୍ନ ଓ ଅସମ୍ପନ୍ନ କାର୍ଯ୍ୟମାନ — Actions done and those not done
- ସଂ. ବିଣ — କରାଯାଇଥିବା ଓ କରାଯାଇ ନ ଥିବା — Done and not done
- ସଂ. ବିଣ — ସମ୍ପନ୍ନ ଓ ଅସମ୍ପନ୍ନ — Completed and not completed
- ସଂ. ବିଣ — ଅଂଶତଃ କୃତ କିନ୍ତୁ ଅସମାପ୍ତ — Done in part but not completed (M.W.)