କୃତହସ୍ତ Kṛutahasta

  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ହସ୍ତ) — ଶରକ୍ଷେପଣରେ ସିଦ୍ଧହସ୍ତ — Dexterous or adept in archery
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ହସ୍ତ) — ନିପୁଣ; କ୍ଷିପ୍ରହସ୍ତ — Expert; skilful
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ହସ୍ତ) — ଚତୁର — Clever
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ହସ୍ତ) — କାର୍ଯ୍ୟଦକ୍ଷ; ପାରଙ୍ଗମ — Competent
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ହସ୍ତ) — ଧନୁର୍ବିଦ୍ୟାରେ ପାରଙ୍ଗମ — Versed in archery