କୃତସଂକଳ୍ପ Kṛutasaṁkaḻpa

  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ସଂକଳ୍ପ) — ଯେ କୌଣସି କାର୍ଯ୍ୟ କରିବାକୁ ଦୃଢ଼ ସଂକଳ୍ପ କରିଅଛି — Resoleved; determined