କୃତଲକ୍ଷଣ Kṛutalakshaṇa
- ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଲକ୍ଷଣ) — ନିଜକୃତ କାର୍ଯ୍ୟଦ୍ୱାରା ବିଖ୍ୟାତ — Known or celebrated for one's good qualities or achievements
- ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଲକ୍ଷଣ) — ଚିହ୍ନ ବା ଦାଗ ଦିଆଯାଇଥିବା — Marked; branded
- ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଲକ୍ଷଣ) — ଉତ୍କୃଷ୍ଟ — Excellent