କୃତମତି Kṛutamati

  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ମତି) — ଦୃଢ଼ପ୍ରତିଜ୍ଞ; ସ୍ଥିରପ୍ରତିଜ୍ଞ — Firm; resolute