କୃତବୀର୍ୟ୍ୟ Kṛutabīrj̄ya

  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ବୀର୍ଯ୍ୟ) — ବଳୁଆ — Strong
  • ସଂ. ବି. (ନାମ) ପୁଂ. — ସହସ୍ରାର୍ଜୁନ ବା କାର୍ତ୍ତବୀର୍ଯ୍ୟାର୍ଜୁନଙ୍କ ପିତା — Father of Sahasrārjuna