କୃତବିଡ୍ୟ Kṛutabidya

  • ସଂ. ବିଣ. ପୁଂ. (ବହୁବ୍ରୀହି; କୃତ+ବିଦ୍ୟା) — ବିଦ୍ୱାନ୍ — Learned; educated accomplished
  • ସଂ. ବିଣ. ପୁଂ. (ବହୁବ୍ରୀହି; କୃତ+ବିଦ୍ୟା) — ଯେ ଶିକ୍ଷା ସମାପ୍ତ କରିଅଛି — One who has accomplished his studentship or completed his course of study