କୃତକୃତ୍ୟତା Kṛutakṛutyatā

  • ସଂ. ବି. (କୃତକୃତ୍ୟ+ ଭାବ. ତା) — କାର୍ଯ୍ୟ ସିଦ୍ଧି; କାମନା ହାସଲ୍ — Success
  • ସଂ. ବି. (କୃତକୃତ୍ୟ+ ଭାବ. ତା) — କର୍ତ୍ତବ୍ୟର ସମାଧାନ — The full discharge of one's duty