କୃତକାର୍ୟ୍ୟ Kṛutakārj̄ya

  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ କାର୍ଯ୍ୟ) — ଆପଣା କାର୍ଯ୍ୟ ସମ୍ପନ୍ନ କରିଥିବା (ବ୍ଯକ୍ତି) — (a person) Having accomplished his work or duty
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ କାର୍ଯ୍ୟ) — ସଫଳ ପରିଶ୍ରମ; ସଫଳକାମ — Successful
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ କାର୍ଯ୍ୟ) — ଯେଉଁ ବ୍ଯକ୍ତିର ଅନ୍ଯ ବ୍ଯକ୍ତିର ସହାୟତା ଲୋଡ଼ା ନ ଥାଏ — One who has no need of another person's aid. (M.W.)
  • ସଂ. ବି — ସାଧିତ କାର୍ଯ୍ୟ — Attained or accomplished object