କୃତକର୍ମା Kṛutakarmā
- ସଂ. ବିଣ. (ବହୁବ୍ରୀହି; କୃତ+ କର୍ମନ୍. 1 ମା. 1 ବ.) — ସଫଳ କାମ — Successful
- ସଂ. ବିଣ. (ବହୁବ୍ରୀହି; କୃତ+ କର୍ମନ୍. 1 ମା. 1 ବ.) — ଯେ ଆପଣାର କାର୍ଯ୍ୟ ସମାଧା କରିଅଛି — One who has done or accomplished his work
- ସଂ. ବିଣ. (ବହୁବ୍ରୀହି; କୃତ+ କର୍ମନ୍. 1 ମା. 1 ବ.) — ସଂସାରାଭିଜ୍ଞ ବା ଅନୁଭବୀ — Experienced
- ସଂ. ବିଣ. (ବହୁବ୍ରୀହି; କୃତ+ କର୍ମନ୍. 1 ମା. 1 ବ.) — ନିପୁଣ; ଚତୁର — Skilful
- ସଂ. ବି — ସନ୍ନ୍ୟାସୀ — An ascetic
- ସଂ. ବି — ପରମାତ୍ମା — The Supreme spirit