କୃତକପୁତ୍ର Kṛutakaputra

  • ସଂ. ବି. ପୁଂ (କୃତକ+ ପୁତ୍ର) — ପିତାମାତଙ୍କ ଦ୍ୱାରା ତ୍ୟକ୍ତ ଓ ଅନ୍ୟଦ୍ୱାରା ପାଳିତ ପୁତ୍ର — A son privately abandoned by parents and reared up by another person
  • ସଂ. ବି. ପୁଂ (କୃତକ+ ପୁତ୍ର) — ପୋଷ୍ୟପୁତ୍ର — Adopted son