କୂଳ ପାଇବା Kūḻa pāibā
- ଦେ. କ୍ରି. — କୌଣସି ମୀମାଂସାରେ ଉପସ୍ଥିତ ହେବା — To arrive at a conclusion
- ଦେ. କ୍ରି. — ଥୟ କରି ଜାଣିବା — To know for certain
- ଦେ. କ୍ରି. — ଏ କି କଥା ପୁଣି କହିଲା କଞ୍ଚୁକୀ ଭାଳି ପାରି ନାହିଁ କୂଳ। ରାଧାନାଥ, ପାର୍ବତୀ।
- ଦେ. କ୍ରି. — ପତ୍ତା ପାଇବା — To get any trace