କୂଳ (ଧାତୁ) Kūḻa (root)

  • ସଂ — ଆବରଣ କରିବା; ଘୋଡ଼ାଇବା — To cover; to hide
  • ସଂ — ବେଢ଼ିବା — To enclose
  • ସଂ — ବାଧାଦେବା — To obstruct
  • ସଂ — ପୋଡ଼ିଦେବା — To burn; to scorch