କୂର୍ମାବତାର Kūrmābatāra

  • ସଂ. ବି. (କୂର୍ମ+ଅବତାର) — ବିଷ୍ଣୁଙ୍କର ଦ୍ୱିତୀୟ ବା କଚ୍ଛପ ଅବତାର — The second or tortoise incarnation of Bishṇu
  • ସଂ. ବି. (କୂର୍ମ+ଅବତାର) — [ଦ୍ର—ଏ ଅବତାରରେ ବିଷ୍ଣୁ ଆପଣା ପିଠିରେ ପୃଥିବୀକୁ ଟେକି ଧରିଥିଲେ।]