କୂର୍ମପୃଷ୍ଠ Kūrmapṛushṭha

  • ସଂ. ବି. ( 6 ଷ୍ଠୀ ତତ୍; କୂର୍ମ+ପୃଷ୍ଠ) — କଇଁଛର ପିଠି — The back of a tortoise
  • ସଂ. ବି. ( 6 ଷ୍ଠୀ ତତ୍; କୂର୍ମ+ପୃଷ୍ଠ) — (ଏହା କଇଁଛ ପିଠିପରି ଢାଳୁଥିବାରୁ) ପାତ୍ରର ଢାଙ୍କୁଣୀ; ସର୍ପୋଷ୍ — The lid of a pot