କୂର୍ଦ୍ଦନ Kūrddana

  • ସଂ. ବି. (କୂର୍ଦ୍ଦ ଧାତୁ+ଭାବ. ଅନ) — କୁଦା; କୁଦିବା — Leaping; jumping
  • ସଂ. ବି. (କୂର୍ଦ୍ଦ ଧାତୁ+ଭାବ. ଅନ) — କ୍ରୀଡ଼ା — Playing; sporting
  • ସଂ. ବି. (କୂର୍ଦ୍ଦ ଧାତୁ+ଭାବ. ଅନ) — ନଚାକୁଦା — Gambolling; skipping