କୂଟ୍ (ଧାତୁ) Kūṭ (root)

  • ସଂ — ନ ଦେବା; ଦେବାରୁ ବିରତ ହେବା — To abstain from giving; not to give
  • ସଂ — ଗାଳିଦେବା — To censure
  • ସଂ — ପୋଡ଼ିବା — To burn
  • ସଂ — ନିମନ୍ତ୍ରଣ କରିବା; ଡାକିବା — To call; to invite
  • ସଂ — ଗୋଳମାଳ କରିବା; ଗୋଳାମିଶା କରିବା — To muddle; to confuse
  • ସଂ — ହତାଶ ହେବା — To despair
  • ସଂ — କଷ୍ଟ ପାଇବା; ବ୍ୟଥିତ ହେବା — To be distressed; to suffer
  • ସଂ — ପରାମର୍ଶ ଦେବା — To advise; to counsel
  • ସଂ — ବକ୍ର ହେବା — To bend
  • ସଂ — କଷ୍ଟ ଦେବା — To give pain