କୂଟଭାଷୀ Kūṭabhāshī

  • ସଂ. ବିଣ. ପୁଂ. (କୂଟ+ଭାଷ ଧାତୁ+ଇନ୍. 1 ମା. 1 ବ.) — କପଟଭାଷୀ — Hypocrite in words
  • ସଂ. ବିଣ. ପୁଂ. (କୂଟ+ଭାଷ ଧାତୁ+ଇନ୍. 1 ମା. 1 ବ.) — ଅବୋଧ୍ୟ କଥା କହିବା ବ୍ଯକ୍ତି — Speaking in riddles; equivocal in speech