କୂଟପ୍ରଶ୍ନ Kūṭapraṡna
- ସଂ. ବି. (କର୍ମଧା; କୂଟ+ପ୍ରଶ୍ନ) — କଷ୍ଟସାଧ୍ୟ ସମସ୍ୟା; ବିଷମସମସ୍ୟା — A puzzle; a conundrum; a riddle; a knotty or intricate or ambiguous question
- ସଂ. ବି. (କର୍ମଧା; କୂଟ+ପ୍ରଶ୍ନ) — ଅଦାଲତରେ ଅପର ପକ୍ଷଦ୍ୱାରା ସାକ୍ଷୀକୁ କରାଯିବା ପ୍ରଶ୍ନ; ଜେରା — Cross-examination