କୂଟକଳ୍ପନା Kūṭakaḻpanā

  • ସଂ. ବି. (କର୍ମଧା; କୂଟ+କଳ୍ପନା) — କ୍ଳିଷ୍ଟକଳ୍ପନା — A far-fatched imagination. forced imagery; a forced simile
  • ସଂ. ବି. (କର୍ମଧା; କୂଟ+କଳ୍ପନା) — ପରର ଅନିଷ୍ଟକାମନା; ଷଡ଼ଯନ୍ତ୍ର — A conspiracy