କୂଜ (ଧାତୁ) Kūja (root)

  • ସଂ — ଅବ୍ୟକ୍ତ ଧ୍ୱନି କରିବା — To make any inarticulate sound
  • ସଂ — କୁହୁ କୁହୁ ରାବ କରିବା — To coo; to warble
  • ସଂ — ବଂଶୀ ଓ ଶିଂଘା ଆଦି ଫୁଙ୍କିବା — To blow or breathe (a fluteor horn) (M.W.)