କୂଆକୁଟା Kūākuṭā

  • ଦେ. ବିଣ — କଲବଲ; ବ୍ୟତିବ୍ୟସ୍ତ — Troubled; harassed
  • ଦେ. ବିଣ — ଯାହାକି କୂଆକୁଟା କଲା ଏଥୁଁ କିପାଇଁ ଉବୁରିଲା। ଭୂପତି, ପ୍ରେମପଞ୍ଚାମୃତ।